top of page

ଦୁଃଖନାଶନ ହେ



ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ ବେଳୁବେଳ ଦୁଃଖ ପ୍ରବଳ ହେଉଛି ବିଜୁଳି ଯେସନେ ଘନେ|୦|


ଅନାଥର ନାଥ ନୀଳଗିରି ନାଥ ଜଗନ୍ନାଥ ଲକ୍ଷ୍ମୀସ୍ବାଇଁ ଅରକ୍ଷିତକୁ ତ ରଖି ରଖି ଦେଉନାହିଁ ଭବଜଳରେ ଭସାଇ|୧| ଆହେ ହରି ମୁହିଁ ସହି ତ ନ ପାରେ ଅନ୍ତର ବେଦନାମାନ ଯେଣୁ କରି ତୁମ୍ଭେ ଦୟା ନକଲ ହେ ପ୍ରଭୁ ଆରତନାଶନ |୨| ଏଡେ ନିଷ୍ଠୁର ତ ହେଲ ମୋହ ଭଳି ଦୁଃଖି ଜନହୀନଠାରେ ଦୀନଜନମାନେ ଗୁହାରୀ କରନ୍ତି ନ ଶୁଣ କି ତୁମ୍ଭେ ବାରେ|୩| ପୋଡ ମୋ ଅଦୃଷ୍ଟ ଅନ୍ନବସ୍ତ୍ର କଷ୍ଟ ଏଡେ ବଡ ପ୍ରଭୁ ଥାଉ ଭନନ୍ତି ବୀରକିଶୋର ମହାରାଜ ପଦ୍ମପାଦେ ଚିତ୍ତ ଥାଉ|୪|







Comments


Modern Work Space

DISCOVER SSRAAIII

All the Latest

Thanks for submitting!

THANKS FOR SCROLLING & YOUR INTEREST 💚

Thanks for submitting!

Untitled

ABOUT THE BLOG

The Roots

For years, I have served as a helpful role to those seeking inspiration, help, or advice. In 2000, I finally decided to own that role and be intentional about it. I started writing about my passions, my thoughts, and curious wonderings about our society. I founded SSraaiii with a mission to give others a taste of what goes on in my mind, and it has been a wild success ever since.

Businesswoman in white
Businesswoman in white

"If you want something you've never had, you must be willing to do something you've never done"

Thomas Jefferson

Video Channel

Address

ଗୁପ୍ତ ବୃନ୍ଦାବନ, ବାଲେଶ୍ୱର

Follow

  • Pinterest
bottom of page