ରାଇ
- SS raseswari

- Apr 23, 2021
- 1 min read
ରାଇ ଜନ୍ମ ହେଲା ଘରର ପ୍ରଥମ ପିଲା ହିସାବରେ କିନ୍ତୁ ମା ଛଡା କେହି ତାକୁ ଭଲ ରେ ଚା ହିଁ ଲେ ନା ହିଁ ପିଉସୀ ନାନୀ କହିଲେ ଏ କାଳୀ ପୋଡ଼ି ଜନ୍ମ ହେଲା ମୋ ଭାଈ କୁ ଖାଇବା ପାଇଁ। ଜେଜେ ମା କହିଲେ ମୋ ଗୋପାଳ ପାଇଁ ମୁଁ ଗୋଟେ ଗୋପାଳ [ପୁଅ] ଚାହୁ ଥିଲି। ସବୁ କଥା ଛଡି ମା ତାକୁ ନେଇ ବାପ ଘରକୁ ଚାଲି ଆସିଲେ କିନ୍ତ୍ ବର୍ଷେ ତଳେ ବାପ ଘରକୁ ଛା ଡି ଚାଲି ଯାଇଥିବା ଝିଅ ଆଜି ଗୋଟେ ଛୁଆ କୁ ନେଇ ହାଠା ତ୍ ଆସିବା ଟା କୁ ଗାଁ ରେ କେହି ମାନିବାକୁ ରାଜି ନଥିଲେ ଏମିତି କି ରକ୍ତ ର ବାପ ଭାଈ ବି ତାକୁ ଅନେଇ ଲେ ନାହିଁ।






Comments